Breaking News
ଖେଳ

ହାଇଦ୍ରାବାଦକୁ ହରାଇ କ୍ବାଲିଫାୟର-୨ରେ ରାଜସ୍ଥାନ

 ହାଇଦ୍ରାବାଦକୁ ହରାଇ କ୍ବାଲିଫାୟର-୨ରେ ରାଜସ୍ଥାନ

ନ୍ୟୁ ଚଣ୍ଡିଗଡ଼: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌) ୨୦୨୬ର ଏଲିମିନେଟରରେ ରାଜସ୍ଥାନ ରୟାଲ୍ସ ଦମଦାର ପ୍ରଦର୍ଶନ କରିଛି। ଉଭୟ ବ୍ୟାଟିଂ ଏବଂ ବୋଲିଂ କ୍ଷେତ୍ରରେ ସଫଳ ରଣନୀତି ପ୍ରସ୍ତୁତ କରି ସନରାଇଜର୍ସ ହାଇଦ୍ରାବାଦକୁ ରାଜସ୍ଥାନ ପରାସ୍ତ କରିଛି। ଏହି ବିଜୟ ହାସଲ ସହିତ ରାଜସ୍ଥାନ କ୍ବାଲିଫାୟର-୨ ପାଇଁ ଯୋଗ୍ୟତା ଅର୍ଜନ କରିଛି। ମେ ୨୯ରେ ନ୍ୟୁ ଚଣ୍ଡିଗଡ଼ରେ ଗୁଜରାଟ ଟାଇଟନ୍ସକୁ ରାଜସ୍ଥାନ ଭେଟିବ। ମେ ୩୧ର ବିଜୟୀ ଦଳ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ  ଭେଟିବ। 

Related Post