Breaking News
ଖେଳ

ବାଦ୍‌ ପଡ଼ିଲେ ରଘୁବଂଶୀ

ବାଦ୍‌ ପଡ଼ିଲେ ରଘୁବଂଶୀ

କୋଲକାତା: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ୍ବିକେଟ୍‌ରକ୍ଷକ ବ୍ୟାଟର୍‌ ଅଙ୍ଗକ୍ରିସ୍‌ ରଘୁବଂଶୀ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ମୁଣ୍ଡ ଓ ବାମ ହାତ ଅଙ୍ଗୁଳିରେ ଆଘାତ ଯୋଗୁଁ ସେ ବାଦ ପଡ଼ିଛନ୍ତି।

Related Post