Breaking News
ଅପରାଧ

ନାଗପୁରରେ ଅଂଶୁଘାତ ନେଲା ୩ଜୀବନ

ନାଗପୁରରେ ଅଂଶୁଘାତ ନେଲା ୩ଜୀବନ

ନାଗପୁର: ମହାରାଷ୍ଟ୍ରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗୋଟିଏ ଦିନରେ ମଙ୍ଗଳବାର ତିନି ଜଣଙ୍କର ମୃତ୍ୟୁ ହୋଇଛି। ନାଗପୁରରେ ପାରଦ ୪୫.୫ ଡିଗ୍ରି ସେଲସିୟସରେ ପହଞ୍ଚିଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ଯେ ମୃତ୍ୟୁର କାରଣ ହିଟ୍‌ଷ୍ଟ୍ରୋକ୍‌। ପୁଲିସ ଏହି ମୃତଦେହଗୁଡ଼ିକୁ ଲକଡଗଞ୍ଜ, ଗଣେଶ ପେଠ ଏବଂ ରାଣା ପ୍ରତାପ ନଗର ଥାନା ଅଞ୍ଚଳରେ ପରିତ୍ୟକ୍ତ ଅବସ୍ଥାରେ ପାଇଛି। 

Related Post