Breaking News
ଖେଳ

ପନ୍ତଙ୍କ ଉପରେ ୧୨ ଲକ୍ଷର ଜୋରିମାନା

ପନ୍ତଙ୍କ ଉପରେ ୧୨ ଲକ୍ଷର ଜୋରିମାନା

ଲକ୍ଷ୍ନୌ: ଶୁକ୍ରବାରର ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ୭ ଓ୍ବିକେଟ୍‌ରେ ବିଜୟ ହାସଲ କରିଥିଲେ ବି ଏହାର ଅଧିନାୟକ ଋଷଭ ପନ୍ତଙ୍କ ଉପରେ ଜୋରିମାନା ଲଗାଯାଇଛି। ତାଙ୍କ ମ୍ୟାଚ୍‌ ପାଉଣାରୁ ୧୨ ଲକ୍ଷ ଟଙ୍କା କଟାଯିବ। ଧିମା ଓଭରହାର ପାଇଁ ତାଙ୍କ ଉପରେଏହି ଦଣ୍ଡବିଧାନ କରାଯାଇଛି।

Related Post