Breaking News
ରାଜନୀତି

ସନ୍ଧ୍ୟା ୫ଟାରେ ଆଇଶୃଙ୍ଖଳା ପରିସ୍ଥିତି ନେଇ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ସନ୍ଧ୍ୟା ୫ଟାରେ ଆଇଶୃଙ୍ଖଳା ପରିସ୍ଥିତି ନେଇ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସନ୍ଧ୍ୟା ୫ଟାରେ ଆଇଶୃଙ୍ଖଳା ପରିସ୍ଥିତି ନେଇ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ପୁଲିସ ଡିଜି ଓ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିବେ। ସବୁ ଜିଲ୍ଲାର ଏସପିମାନେ ଭିସିରେ ରହିବାକୁ ନିର୍ଦ୍ଦେଶ।

Related Post