Breaking News
ରାଜନୀତି

ରାଜ୍ୟପାଳଙ୍କୁ ସମୟ ମାଗିଲେ ବିଜୟ, ଆଜି ଟିଭିକେ ବିଧାୟକ ଦଳର ବୈଠକ

ରାଜ୍ୟପାଳଙ୍କୁ ସମୟ ମାଗିଲେ ବିଜୟ, ଆଜି ଟିଭିକେ ବିଧାୟକ ଦଳର ବୈଠକ

ଚେନ୍ନାଇ: ତାମିଲନାଡୁ ନିର୍ବାଚନରେ ତାମିଲଗା ଭେଟ୍ଟି କାଝାଗମ (ଟିଭିକେ) ବଡ଼ ସଫଳତା ହାସଲ କରିଛି। ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛି। ଏନେଇ ଟିଭେିକେ ସୁପ୍ରିମେ ଥାଲାପତି ବିଜୟ ରାଜ୍ୟପାଳଙ୍କୁ ସମୟ ମାଗିଛନ୍ତି। ବିଜୟଙ୍କ ଅଧ୍ୟକ୍ଷତାରେ ଆଜି ଟିଭିକେ ବିଧାୟକ ଦଳର ବୈଠକ ହେବ। ବୈଠକରେ ସରକାର ଗଢ଼ିବା ନେଇ ଚର୍ଚ୍ଚା ହେବ। 

Related Post