Breaking News
ଖେଳ

ଲକ୍ଷ୍ନୌକୁ ୫୪ ରନ୍‌ରେ ପରାସ୍ତ କଲା ପଞ୍ଜାବ; ଶୀର୍ଷ ସ୍ଥାନ ଜାରି

ଲକ୍ଷ୍ନୌକୁ ୫୪ ରନ୍‌ରେ ପରାସ୍ତ କଲା ପଞ୍ଜାବ; ଶୀର୍ଷ ସ୍ଥାନ ଜାରି

ନ୍ୟୁ ଚଣ୍ଡିଗଡ଼: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୯ତମ ସଂସ୍କରଣର ୨୯ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ବିଜୟୀ ହୋଇଛି। ଲକ୍ଷ୍ନୌ ଟିମ୍‌କୁ ୫୪ ରନ୍‌ରେ ପରାସ୍ତ କରିଛି। ଲକ୍ଷ୍ନୌ ଟିମ୍‌ ୫ଟି ୱିକେଟ୍‌ ହରାଇ ୨୦୦ ରନ୍‌ ସଂଗ୍ରହ କରିଛି। ଏଥି ସହିତ ଚଳିତ ଆଇପିଏଲ୍‌ ସଂସ୍କର‌ଣରେ ପଞ୍ଜାବର ବିଜୟଧାରା ଜାରି ରହିଛି। ପଞ୍ଜାବ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳିଥିବା ବେଳେ ୫ଟିରେ ବିଜୟ ହାସଲ କରିଛି। ବର୍ଷା ଯୋଗୁଁ କୋଲକାତା ସହିତ ମ୍ୟାଚ୍‌ ବାତିଲ ହୋଇଥିଲା।

Related Post