Breaking News
ଅପରାଧ

ଗଛ ପଡ଼ି କୋବ୍ରା ୨୧୦ ବାଟାଲିଅନ୍‌ର ଯବାନଙ୍କ ମୃତ୍ୟୁ

ଗଛ ପଡ଼ି କୋବ୍ରା ୨୧୦ ବାଟାଲିଅନ୍‌ର ଯବାନଙ୍କ ମୃତ୍ୟୁ

ବିଶ୍ରା: ସାରଣ୍ଡାର ଘନ ଜଙ୍ଗଲରେ ସ୍ଥିତ ଜରାଇକେଲା ଥାନା ଅଞ୍ଚଳର ବାବୁଡେରା ସିଆରପିଏଫ୍ କ୍ୟାମ୍ପରେ ଘଟିଥିବା ଏକ ଦୁଃଖଦ ଦୁର୍ଘଟଣାରେ କୋବ୍ରା ୨୧୦ ବାଟାଲିଆନ୍‌ର କନଷ୍ଟେବଲ୍‌ ରାକେଶ କୁମାରଙ୍କ ମୃତ୍ୟୁ ଘଟିଛି। 

Related Post