Breaking News
ଅପରାଧ

ଷ୍ଟେସନାରୀ ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି

ଷ୍ଟେସନାରୀ ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି

ବାଲେଶ୍ବର: ହୁ ହୁ ହେଇ ଜଳିଗଲା ଷ୍ଟେସନାରୀ ଦୋକାନ। କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ। ବାଲେଶ୍ବର କଲେଜ୍ ରୋଡ୍‌ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। କଲେଜ ରୋଡରେ ଥିବା ଷ୍ଟେସନାରୀ ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ, ଏହାକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀର ୧୦ଟି ଗାଡ଼ି ନିୟୋଜିତ ହୋଇଛି। ବାଲେଶ୍ବର କଲେଜ୍ ରୋଡ୍‌ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। କଲେଜ ରୋଡରେ ଥିବା ଷ୍ଟେସନାରୀ ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ, ଏହାକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀର ୧୦ଟି ଗାଡ଼ି ନିୟୋଜିତ ହୋଇଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ଲାଗିଲା ନିଆଁ, ତାହା ଜଣାପଡ଼ିନାହିଁ। ସେପଟେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି। ତେବେ କେମିତି ଓ କେଉଁ ପରିସ୍ଥିତିରେ ଲାଗିଲା ନିଆଁ, ତାହା ଜଣାପଡ଼ିନାହିଁ। ସେପଟେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି। 

Related Post