Breaking News
ଅପରାଧ

ପାସେଞ୍ଜର ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କର ଜୀବନ

ପାସେଞ୍ଜର ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କର ଜୀବନ

ରାଉରକେଲା: ପାସେଞ୍ଜର ଟ୍ରେନ ଧକାରେ ଦୁଇଭାଇଙ୍କର ମୃତ୍ୟୁ ହୋଇଛି l ମୃତ ଦୁଇ ଭାଇ ବାସନ୍ତୀ କଲୋନି ହରିପୁର ବସ୍ତିର ବୋଲି ଜଣାଯାଇଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ଘଟଣାସ୍ଥଳରୁ ଜିଆରପି ଉଭୟ ମୃତଦେହ ଉଦ୍ଧାର କରିଛି।

Related Post