Breaking News
ରାଜନୀତି

ଦିଲ୍ଲୀରୁ ନରେନ୍ଦ୍ର ମୋଦୀଙ୍କ ସରକାର ଟଙ୍କାଟିଏ ପଠାଇଲେ ବି ସମ୍ପୂର୍ଣ୍ଣ ପଇସା ପାଉଛନ୍ତି ହିତାଧିକାରୀ, ବାଟମାରଣା ହେଉନାହିଁ: ମୁଖ୍ୟମନ୍ତ୍ରୀ

ଦିଲ୍ଲୀରୁ ନରେନ୍ଦ୍ର ମୋଦୀଙ୍କ ସରକାର ଟଙ୍କାଟିଏ ପଠାଇଲେ ବି ସମ୍ପୂର୍ଣ୍ଣ ପଇସା ପାଉଛନ୍ତି ହିତାଧିକାରୀ, ବାଟମାରଣା ହେଉନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଲୋକଙ୍କ ସରକାର ସମସ୍ତ ପ୍ରତିଶ୍ରୁତି ପୂରଣ କରିଛନ୍ତି। ମାତ୍ର ୧୪ ମାସ ଭିତରେ ସରକାର ଅଧାରୁ ଅଧିକ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିଛନ୍ତି।ସରକାର ଓ ଲୋକଙ୍କ ଭିତରେ ଦୂରତା କମିଛି। ଜଣଙ୍କ ବିକାଶ ପ୍ରତି ଗୁରୁତ୍ଵ ନ ନେଇ ଗଣର ବିକାଶ ପ୍ରତି ଗୁରୁତ୍ଵ ଦେଉଛନ୍ତି ସରକାର। ଆଜି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ‘ଆମ ଶାସନ’ ଯୋଜନାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଏହା ଜରିଆରେ ସ୍ବଚ୍ଛତା ଓ ପାରଦର୍ଶିତାରେ ଉନ୍ନତି ଆସିବ। ଦିଲ୍ଲୀରୁ ନରେନ୍ଦ୍ର ମୋଦୀଙ୍କ ସରକାର ଟଙ୍କାଟିଏ ପଠାଇଲେ ବି ସମ୍ପୂର୍ଣ୍ଣ ପଇସା ପାଉଛନ୍ତି ହିତାଧିକାରୀ। କୌଣସି ପଇସା ବାଟମାରଣା ହେଉନାହିଁ। ଡିବିଟି ଯୋଗୁ ଏହି ପରିବର୍ତ୍ତନ ଆସିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ଶତ ପ୍ରତିଶତ ସଫଳତା ପାଉଛନ୍ତି ଲୋକେ। ମୋଦୀଜୀଙ୍କର ଡିଜିଟାଲ ଇଣ୍ଡିଆ ଯୋଗୁଁ ଏହା ସମ୍ଭବପର ହୋଇ ପାରିଛି। ‘ଆମ ଶାସନ’ ଯୋଜନାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଏହା ଜରିଆରେ ସ୍ବଚ୍ଛତା ଓ ପାରଦର୍ଶିତାରେ ଉନ୍ନତି ଆସିବ। ଦିଲ୍ଲୀରୁ ନରେନ୍ଦ୍ର ମୋଦୀଙ୍କ ସରକାର ଟଙ୍କାଟିଏ ପଠାଇଲେ ବି ସମ୍ପୂର୍ଣ୍ଣ ପଇସା ପାଉଛନ୍ତି ହିତାଧିକାରୀ। କୌଣସି ପଇସା ବାଟମାରଣା ହେଉନାହିଁ। ଡିବିଟି ଯୋଗୁ ଏହି ପରିବର୍ତ୍ତନ ଆସିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ଶତ ପ୍ରତିଶତ ସଫଳତା ପାଉଛନ୍ତି ଲୋକେ। ମୋଦୀଜୀଙ୍କର ଡିଜିଟାଲ ଇଣ୍ଡିଆ ଯୋଗୁଁ ଏହା ସମ୍ଭବପର ହୋଇ ପାରିଛି। 

Related Post