Breaking News
ଅପରାଧ

ମାଲେସିଆରେ ଜଳିଗଲା ଯୁଦ୍ଧ ବିମାନ

ମାଲେସିଆରେ ଜଳିଗଲା ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ମାଲେସିଆରେ ଏକ ଯୁଦ୍ଧ ବିମାନ ଜଳିଯାଇଥିବାର ଖବର ମିଳିଛି। ଗତକାଲି ରାତି ୯ଟା ୫ ମିନିଟ୍ ସମୟରେ ମାଲେସିଆର ସୁଲତାନ ହାଜି ଅହମ୍ମଦ ଶାହ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଏହି ଯୁଦ୍ଧ ବିମାନ  ଟେକ୍ ଅଫ୍ କରିବା ମାତ୍ରେ ଏକ ବଡ଼ ବିସ୍ଫୋରଣ ହୋଇ ଜଳିଯାଇଥିଲା। ମାଲେସିଆରେ ଏକ ଯୁଦ୍ଧ ବିମାନ ଜଳିଯାଇଥିବାର ଖବର ମିଳିଛି। ଗତକାଲି ରାତି ୯ଟା ୫ ମିନିଟ୍ ସମୟରେ ମାଲେସିଆର ସୁଲତାନ ହାଜି ଅହମ୍ମଦ ଶାହ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଏହି ଯୁଦ୍ଧ ବିମାନ  ଟେକ୍ ଅଫ୍ କରିବା ମାତ୍ରେ ଏକ ବଡ଼ ବିସ୍ଫୋରଣ ହୋଇ ଜଳିଯାଇଥିଲା। ସୌଭାଗ୍ୟବଶତଃ ବିମାନର ପାଇଲଟ୍ ସୁରକ୍ଷିତ ଅଛନ୍ତି। ଉଭୟଙ୍କୁ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସୌଭାଗ୍ୟବଶତଃ ବିମାନର ପାଇଲଟ୍ ସୁରକ୍ଷିତ ଅଛନ୍ତି। ଉଭୟଙ୍କୁ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା।

Related Post