Breaking News
ଦେଶ- ବିଦେଶ

ଅନ୍ନାମଲାଇଙ୍କ ଇସ୍ତଫା ପରେ ଆନ୍ଧ୍ର ପ୍ରଦେଶରେ ରାଜ୍ୟସଭା ଆସନ ଛାଡ଼ିଲା ବିଜେପି

ଅନ୍ନାମଲାଇଙ୍କ ଇସ୍ତଫା ପରେ ଆନ୍ଧ୍ର ପ୍ରଦେଶରେ ରାଜ୍ୟସଭା ଆସନ ଛାଡ଼ିଲା ବିଜେପି

ନୂଆଦିଲ୍ଲୀ: ତାମିଲନାଡୁ ବିଜେପିରେ ଦ୍ରୁତ ଗତିରେ ଚାଲିଥିବା ରାଜନୈତିକ ଘଟଣାକ୍ରମର ପ୍ରଭାବ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଏନଡିଏର ରାଜ୍ୟସଭା ଆସନ ବଣ୍ଟନ ବ୍ୟବସ୍ଥା ଉପରେ ପଡ଼ିଥିବା ପରି ମନେ ହେଉଛି। ଏନଡିଏ ସହଯୋଗୀଙ୍କ ମଧ୍ୟରେ ସଂଶୋଧିତ ଆସନ ବଣ୍ଟନ ଫର୍ମୁଲା ଅନୁଯାୟୀ, ବିଜେପି ଆନ୍ଧ୍ର ପ୍ରଦେଶରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ନିଜର ଦାବି ଛାଡି ଦେଇଛି।ସୂତ୍ର ଅନୁସାରେ ପୂର୍ବରୁ ଏହି ଆସନଟି ତାମିଲନାଡୁର ପୂର୍ବତନ ବିଜେପି ମୁଖ୍ୟ କେଅନ୍ନାମଲାଇଙ୍କ ପାଇଁ ବିଚାର କରାଯାଉଥିଲା। କିନ୍ତୁଅନ୍ନାମଲାଇ ଦଳରୁ ଇସ୍ତଫା ଦେଇଛନ୍ତି।

Related Post